ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଟ ଟେଷ୍ଟ ଖେଳାଳି ପୁରସ୍କାର ତାଲିକାରେ ବୁମରା

ICC Awards 2024 ଆଇସିସି ’ଶ୍ରଷ୍ଠ’ ବାର୍ଷିକ କ୍ରୀଡ଼ା ପୁରସ୍କାର ୨୦୨୪ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନକୁ ନେଇ ଆଇସିସି ବାର୍ଷିକ ପୁରସ୍କାର ପ୍ରଦାନ କରିବାକୁ ଯାଉଛି। ବର୍ଷର ଶ୍ରେଷ୍ଠ ପୁରୁଷ କ୍ରିକେଟର ଓ ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ପୁରସ୍କାର ତାଲିକାରେ ଭାରତର ପ୍ରିମିୟର ପେସ ବୋଲର ଯଶପ୍ରୀତ ବୁମରା ସ୍ଥାନ ପାଇଛନ୍ତି। ସାର ଗ୍ୟାରୀ ଫିଲ୍ଡ ସୋବର୍ସ ଶ୍ରେଷ୍ଠ ଖେଳାଳି ପୁରସ୍କାର ତାଲିକାରେ ବୁମରାଙ୍କ ବ୍ୟତୀତ ଇଂଲଣ୍ଡର ଜୋ ରୁଟ୍‍ ଓ ହ୍ୟାରୀ ବ୍ରୁକ୍‍, ଅଷ୍ଟ୍ରେଲିଆର ଟ୍ରେଭିସ … Continue reading ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଟ ଟେଷ୍ଟ ଖେଳାଳି ପୁରସ୍କାର ତାଲିକାରେ ବୁମରା