ବର୍ଷା ତାଣ୍ଡବରେ ୫ ଜିଲ୍ଲାରେ ସମସ୍ତ ସ୍କୁଲ୍ ଓ ଆଙ୍ଗନବାଡ଼ି କେନ୍ଦ୍ର ବନ୍ଦ, ସତର୍କ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ || All schools and Anganwadi centers closed in 5 districts due to heavy rains, District Collector orders to be alert

ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଅବପାତ ଏବଂ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ଜାରି ରହିଛି ପ୍ରବଳରୁ ଅତି ପ୍ରବଳ ମୁଷଳଧାରାରେ ବର୍ଷା। ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷାର କୋପ ସବୁଠାରୁ ଅଧିକ ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁଁ ସୃଷ୍ଟ ଜଳବନ୍ଦୀ ପରିସ୍ଥିତି, ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ୫ଟି ପ୍ରମୁଖ ଜିଲ୍ଲାରେ ସମସ୍ତ ସରକାରୀ, ବେସରକାରୀ ସ୍କୁଲ୍ ଏବଂ ଆଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଜି ପାଇଁ … Continue reading ବର୍ଷା ତାଣ୍ଡବରେ ୫ ଜିଲ୍ଲାରେ ସମସ୍ତ ସ୍କୁଲ୍ ଓ ଆଙ୍ଗନବାଡ଼ି କେନ୍ଦ୍ର ବନ୍ଦ, ସତର୍କ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ || All schools and Anganwadi centers closed in 5 districts due to heavy rains, District Collector orders to be alert