ୱାକଫ୍ ଆଇନରେ ସଂଶୋଧନର ସମସ୍ତ ୧୪ ପ୍ରସ୍ତାବ ପାସ୍, ବିପକ୍ଷର ସମସ୍ତ ୪୪ଟି ସଂଶୋଧନ ପ୍ରସ୍ତାବକୁ ସଂସଦୀୟ କମିଟିରେ ଖାରଜ

JPC: ସୋମବାର ଯୁଗ୍ମ ସଂସଦୀୟ କମିଟି ୧୪ଟି ପରିବର୍ତ୍ତନ ସହ ୱାକଫ୍ ସଂଶୋଧନ ବିଲ୍‍କୁ ଅନୁମୋଦନ କରିଛି। ବିରୋଧୀ ସାଂସଦମାନେ ୪୪ଟି ସଂଶୋଧନ ଦାବି କରିଥିଲେ ଯାହାକୁ ଖାରଜ କରାଯାଇଥିଲା। ଜାନୁଆରୀ ୨୯ରେ ପ୍ରସ୍ତାବିତ ସଂଶୋଧନ ଉପରେ ମତଦାନ ହେବ ଏବଂ ଜାନୁଆରୀ ୩୧ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯିବ। ଏହାବ୍ୟତୀତ ନୂଆ ନିୟମ ଅନୁଯାୟୀ ୱାକଫ୍ କାଉନସିଲ ଜମି ଦାବି କରିପାରିବ ନାହିଁ। ଓ୍ଵାକଫ୍ ଆଇନରେ ବିରୋଧୀଙ୍କ ପ୍ରସ୍ତାବକୁ ଖାରଜ କଲା ଜେପିସି ଏହି … Continue reading ୱାକଫ୍ ଆଇନରେ ସଂଶୋଧନର ସମସ୍ତ ୧୪ ପ୍ରସ୍ତାବ ପାସ୍, ବିପକ୍ଷର ସମସ୍ତ ୪୪ଟି ସଂଶୋଧନ ପ୍ରସ୍ତାବକୁ ସଂସଦୀୟ କମିଟିରେ ଖାରଜ