ସ୍ତ୍ରୀ-୩ରେ ନିଶ୍ଚିତ ହେଲା ଅକ୍ଷୟ କୁମାରଙ୍କ ଏଣ୍ଟ୍ରି

Stree-3: ଶ୍ରଦ୍ଧା କପୁର, ରାଜକୁମାର ରାଓ, ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଫିଲ୍ମ ସ୍ତ୍ରୀ ୨ ଦର୍ଶକଙ୍କୁ ବହୁତ ଭୟଭୀତ କରିଥିଲା। ହରର କମେଡ଼ିରେ ଭରପୂର ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଥିଲା ଏବଂ ଫିଲ୍ମରେ ଅକ୍ଷୟ କୁମାର, ତମନ୍ନା ଏବଂ ବରୁଣ ଧୱନଙ୍କ ସମେତ ଅନେକ ବଡ଼ ବଡ଼ ଷ୍ଟାର କ୍ୟାମିଓ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମରେ ଅକ୍ଷୟଙ୍କ କମେଡ଼ି ଷ୍ଟାଇଲକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଥିଲେ । କିଛି ଦିନ ତଳେ ‘ସ୍ତ୍ରୀ-୩’ର ଘୋଷଣା … Continue reading ସ୍ତ୍ରୀ-୩ରେ ନିଶ୍ଚିତ ହେଲା ଅକ୍ଷୟ କୁମାରଙ୍କ ଏଣ୍ଟ୍ରି