ମାହିଙ୍କ ରେକର୍ଡ ଭାଙ୍ଗିବେ ଅକ୍ଷର ପଟେଲ୍ || Akshan Patel will break Mahi’s record

କ୍ରିକେଟ୍ ଦୁନିଆରୁ ଏହି ସମୟର ସବୁଠାରୁ ବଡ଼ ଖବର ସାମ୍ନାକୁ ଆସୁଛି। ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଯାହାଙ୍କ ନାଁ ଶୁଣିଲେ ହିଁ ବିଶ୍ୱ କ୍ରିକେଟ୍‌ର ବଡ଼ ବଡ଼ ବୋଲର ଓ ବ୍ୟାଟ୍ସମ୍ୟାନ୍‌ମାନେ ଚିନ୍ତାରେ ପଡ଼ିଯାଆନ୍ତି। ସେହି ‘କ୍ୟାପ୍ଟେନ୍ କୁଲ୍‌’ଙ୍କର ଏକ ବିରାଟ ରେକର୍ଡ ଏବେ ଭାଙ୍ଗିବାକୁ ଯାଉଛି। ଆଉ ଏହି ରେକର୍ଡ କୌଣସି ବିଦେଶୀ ଖେଳାଳି ନୁହେଁ, ବରଂ ଜଣେ ଭାରତୀୟ ଷ୍ଟାର୍ ଅଲରାଉଣ୍ଡର ଭାଙ୍ଗିବାକୁ ଯାଉଛନ୍ତି।  ଇଂଲଣ୍ଡ ବିପକ୍ଷ … Continue reading ମାହିଙ୍କ ରେକର୍ଡ ଭାଙ୍ଗିବେ ଅକ୍ଷର ପଟେଲ୍ || Akshan Patel will break Mahi’s record