Akshada honored for outstanding academic performance ।। ଉଲ୍ଲେଖନୀୟ ମେଧା ପ୍ରଦର୍ଶନ ପାଇଁ ଅକ୍ଷଧା ସମ୍ମାନିତ

ଡିଏଭି ଚନ୍ଦ୍ରଶେଖରପୁର ପକ୍ଷରୁ ସୋମବାର ଦଶମ ଶ୍ରେଣୀରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଦଶମ ଶ୍ରେଣୀରେ ଉଲ୍ଲେଖନୀୟ ମେଧା ପ୍ରଦର୍ଶନ ନିମନ୍ତେ ଏକାଦଶ ଶ୍ରେଣୀର ଛାତ୍ରୀ ଅକ୍ଷଧା ମିଶ୍ରଙ୍କୁ ସ୍ୱତନ୍ତ୍ର ଅଲୋକେନ୍ଦୁ ପଟ୍ଟନାୟକ ମେମୋରିଆଲ ଆୱାର୍ଡରେ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଚେୟାରମ୍ୟାନ ସନ୍ତୋଷ କୁମାର ଶତପଥୀ, ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀ, ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ସାହୁ, ଡିଏଭି କଳିଙ୍ଗନଗର ଅଧ୍ୟକ୍ଷ … Continue reading Akshada honored for outstanding academic performance ।। ଉଲ୍ଲେଖନୀୟ ମେଧା ପ୍ରଦର୍ଶନ ପାଇଁ ଅକ୍ଷଧା ସମ୍ମାନିତ