‘ଅପରେସନ ସିନ୍ଦୁର’ ପରେ ଭାରତ ନିରନ୍ତର ନିଜର ବାୟୁ ପ୍ରତିରକ୍ଷାକୁ ମଜଭୁତ କରିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ସେନା ଶୀଘ୍ର ଆକାଶ ପ୍ରାଇମ ମିସାଇଲକୁ ନିଜ ସେନାରେ ସାମିଲ କରିବାକୁ ଯାଉଛି। ଏହି ମିସାଇଲଗୁଡ଼ିକ ଚୀନ ସହ ଲାଗିଥିବା ସୀମାନ୍ତ ଅଞ୍ଚଳର ଉଚ୍ଚ ପର୍ବତମାଳାରେ ମୁତୟନ କରାଯିବ। ସେନା ବୁଧବାର ଲଦାଖରେ ଏହି ନୂଆ ମିସାଇଲ ସିଷ୍ଟମର ଦୁଇଥର ପରୀକ୍ଷଣ କରିଛି। ଏଥିରେ ଆକାଶ ପ୍ରାଇମ ମିସାଇଲ ୧୫,୦୦୦ ଫୁଟ ଉଚ୍ଚତାରେ ଦୁଇଟି ତୀବ୍ର ଗତିରେ … Continue reading Akash Prime Missile Test From Ladakh At 15 Thousand Km Altitude Big Message To China Pakistan ।। ଲଦାଖରେ ‘ଆକାଶ ପ୍ରାଇମ୍’ ପରୀକ୍ଷଣ କରି ଚୀନକୁ କ’ଣ ସନ୍ଦେଶ ଦେଇଛି ଭାରତ ?
Copy and paste this URL into your WordPress site to embed
Copy and paste this code into your site to embed