ଆକାଶର ୧୦ ଆଖି, ଯାହା ଟାର୍ଗେଟ୍ ଭେଦ କରିବାରେ ଭାରତୀୟ ବାୟୁସେନାକୁ କରିଥିଲା ସାହାଯ୍ୟ

ପହେଲଗାମ ଆକ୍ରମଣ ପରେ ଭାରତୀୟ ସେନା ପାକିସ୍ତାନକୁ କଠୋର ଶିକ୍ଷା ଦେଇଛି। ଏହା ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଶତ୍ରୁ ଦେଶର ଆତଙ୍କବାଦୀଙ୍କ ଠିକଣାଗୁଡ଼ିକୁ ଲକ୍ଷ୍ୟ କରିଛି। ଏହି କାର୍ଯ୍ୟାନୁଷ୍ଠାନରେ ବ୍ୟତିବ୍ୟସ୍ତ ହୋଇ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା, ଯାହାର ଦୃଢ଼ ଜବାବ ଭାରତୀୟ ବାୟୁସେନା ଦେଇଥିଲା ଏବଂ ପାକିସ୍ତାନର ବିମାନ ଘାଟିକୁ କ୍ଷତିଗ୍ରସ୍ତ କରିଥିଲା। ଏହା ସହିତ ରାଡାର ବ୍ୟବସ୍ଥାକୁ ମଧ୍ୟ ଧ୍ୱଂସ କରାଯାଇଥିଲା। ପାକିସ୍ତାନ ଉପରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ପ୍ରମାଣ ସାଟେଲାଇଟ ଚିତ୍ରରେ ଦେଖିବାକୁ … Continue reading ଆକାଶର ୧୦ ଆଖି, ଯାହା ଟାର୍ଗେଟ୍ ଭେଦ କରିବାରେ ଭାରତୀୟ ବାୟୁସେନାକୁ କରିଥିଲା ସାହାଯ୍ୟ