ପାକିସ୍ତାନୀ ଆକ୍ରମଣକୁ ପଣ୍ଡ କଲା ‘ଆକାଶ’; କଲାମଙ୍କ ପ୍ରେରଣା ଏବଂ ୧୦୦୦ ବୈଜ୍ଞାନିକଙ୍କ ୧୫ ବର୍ଷର ସଂଗ୍ରାମର ସଫଳ କାହାଣୀ। || ‘Akaash’ breaks the Pakistani attack

ନିକଟରେ ଘଟିଯାଇଥିବା ‘ଅପରେସନ୍ ସିନ୍ଦୂର’ (Operation Sindoor) ସମୟରେ ଯେତେବେଳେ ପାକିସ୍ତାନୀ ଡ୍ରୋନ୍ ଏବଂ ମିସାଇଲ୍‍ଗୁଡ଼ିକ ଭାରତୀୟ ସୀମା ଭିତରକୁ ପଶିବାକୁ ଚେଷ୍ଟା କରୁଥିଲେ, ସେତେବେଳେ  ଆକାଶ ମିସାଇଲ୍ ଏବଂ ରାଜେନ୍ଦ୍ର ରଡାର୍ ଶତ୍ରୁ ପକ୍ଷର ସବୁ ଯୋଜନାକୁ ପଣ୍ଡ କରିଦେଇଥିଲେ। କିନ୍ତୁ ଆଜି ଯେଉଁ ସଫଳତା ଦେଖି ସାରାବିଶ୍ୱ ଭାରତକୁ ସଲାମ କରୁଛି, ତାହା ପଛରେ ରହିଛି ୪୦ ବର୍ଷର ପରିଶ୍ରମ, ୧୫ ବର୍ଷର କଠୋର ସଂଗ୍ରାମ ଏବଂ ୧୦୦୦ ବୈଜ୍ଞାନିକଙ୍କ ସେହି ଲୁହ ଓ … Continue reading ପାକିସ୍ତାନୀ ଆକ୍ରମଣକୁ ପଣ୍ଡ କଲା ‘ଆକାଶ’; କଲାମଙ୍କ ପ୍ରେରଣା ଏବଂ ୧୦୦୦ ବୈଜ୍ଞାନିକଙ୍କ ୧୫ ବର୍ଷର ସଂଗ୍ରାମର ସଫଳ କାହାଣୀ। || ‘Akaash’ breaks the Pakistani attack