ajit doval dawood ibrahim secret operation delhi how failed ।। ଅଜିତ ଡୋଭାଲଙ୍କ ‘ଅପରେସନ୍ ଦାଉଦ’ କାହିଁକି ବିଫଳ ହୋଇଥିଲା?

ଏହି ଘଟଣା ଯେଉଁ ସମୟରେ ଘଟିଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରର ପତନ ହୋଇଥିଲା । ଅଟଳଙ୍କ ସାଇନିଂ ଇଣ୍ଡିଆ କ୍ୟାମ୍ପେନ ବିଫଳ ହେବା ପରେ ୟୁପିଏ ସରକାର କ୍ଷମତାକୁ ଆସିଥିଲା । ସେହି ସମୟରେ ଦାଉଦକୁ ଟାର୍ଗେଟ୍ କରିବା ପାଇଁ ଯେଉଁ ଯୋଜନା ପ୍ରସ୍ତୁତ ହେଉଥିଲା ତାହା ମଧ୍ୟ ବିଫଳ ହୋଇଥିଲା । ଅଟଳ ବିହାରୀଙ୍କ ସମୟରେ ଦାଉଦକୁ ନିଷ୍କ୍ରିୟ କରିବା ପାଇଁ ଇଣ୍ଟେଲିଜେନ୍ସ୍ ବ୍ୟୁରୋ (ଆଇବି) ଦାଉଦକୁ ଦୁବାଇରେ ତା’ ଝିଅର … Continue reading ajit doval dawood ibrahim secret operation delhi how failed ।। ଅଜିତ ଡୋଭାଲଙ୍କ ‘ଅପରେସନ୍ ଦାଉଦ’ କାହିଁକି ବିଫଳ ହୋଇଥିଲା?