ଗୁଗଲ ଏବଂ ଅନ୍ୟ ଅନଲାଇନ୍ ପ୍ଲାଟଫର୍ମକୁ ନୋଟିସ୍ ଜାରି କଲେ କୋର୍ଟ: ଆରାଧ୍ୟା
Aaradhya Bachchan: ଆରାଧ୍ୟା ବଚ୍ଚନ ତାଙ୍କ ବିଷୟରେ ଅନ୍ଲାଇନ୍ ବିଭ୍ରାନ୍ତିକର ବିଷୟବସ୍ତୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୧୩ ବର୍ଷୀୟା ନାବାଳିକାଙ୍କ ସମ୍ପର୍କରେ ମିଥ୍ୟା ତଥ୍ୟ ପ୍ରସାରଣ ବିରୋଧରେ ସଂକ୍ଷିପ୍ତ ରାୟ ଦେବା ପାଇଁ ତାଙ୍କ ଆବେଦନର ଜବାବରେ କୋର୍ଟ ନୋଟିସ୍ ଜାରି କରିଛନ୍ତି। ଗୁଗଲ, ବଲିଉଡ ଟାଇମ୍ସ ଏବଂ ଅନ୍ୟ ପ୍ଲାଟଫର୍ମକୁ ଲିଗାଲ ନୋଟିସ ପଠାଯାଇଛି । ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୭ରେ ହେବ। ଏହା ପୂର୍ବରୁ ଏପ୍ରିଲ ୨୦୨୩ରେ ଦିଲ୍ଲୀ ହାଇକୋର୍ଟ … Continue reading ଗୁଗଲ ଏବଂ ଅନ୍ୟ ଅନଲାଇନ୍ ପ୍ଲାଟଫର୍ମକୁ ନୋଟିସ୍ ଜାରି କଲେ କୋର୍ଟ: ଆରାଧ୍ୟା
Copy and paste this URL into your WordPress site to embed
Copy and paste this code into your site to embed