“AI ର ମନଗଢ଼ା ତଥ୍ୟ ପାଲଟି ପାରେ ଅଦୃଶ୍ୟ ବିପଦ”,NCLT ଓ NCLAT ର ଆଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ || “AI’s artificial intelligence could turn into unimaginable data”, Supreme Court quashes NCLT and NCLAT orders

ନ୍ୟାୟିକ ବ୍ୟବସ୍ଥାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବା କୃତ୍ରିମ ବୁଦ୍ଧିମତ୍ତାର ଅପବ୍ୟବହାରକୁ ନେଇ ଗୁରୁବାର ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) ଏବଂ ଜାତୀୟ କମ୍ପାନୀ ଆଇନ ଆପିଲେଟ୍ ଟ୍ରିବ୍ୟୁନାଲ (NCLAT) ର ସେହି ଆଦେଶଗୁଡ଼ିକୁ ରଦ୍ଦ କରିଦେଇଛନ୍ତି, ଯେଉଁଥିରେ ଏଆଇ (AI) ଦ୍ୱାରା ପ୍ରସ୍ତୁତ ନକଲି ତଥା ମନଗଢ଼ା ପୁରୁଣା ରାୟକୁ ଆଧାର କରାଯାଇଥିଲା। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ … Continue reading “AI ର ମନଗଢ଼ା ତଥ୍ୟ ପାଲଟି ପାରେ ଅଦୃଶ୍ୟ ବିପଦ”,NCLT ଓ NCLAT ର ଆଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ || “AI’s artificial intelligence could turn into unimaginable data”, Supreme Court quashes NCLT and NCLAT orders