‘ମହାକୁମ୍ଭ ପାଇଁ ୫୦% ଭଡ଼ା ହ୍ରାସ କରିବ ଏୟାରଲାଇନ୍ସ’: ମନ୍ତ୍ରୀଙ୍କ ବଡ଼ ଘୋଷଣା

Kumbha Mela: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କୁମ୍ଭ ମେଳାକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ବିମାନ ଭଡ଼ାରେ ୫୦ ପ୍ରତିଶତ ହ୍ରାସ ଘୋଷଣା କରିଛନ୍ତି। ନୂଆ ହ୍ରାସ ପାଇଥିବା ଭଡ଼ା ଆଜିଠାରୁ ଲାଗୁ ହୋଇଛି। ଟିକେଟ ମୂଲ୍ୟ ହ୍ରାସ କରିବାକୁ ସରକାର ଏୟାରଲାଇନ୍ସଗୁଡ଼ିକୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଭଡ଼ା ହ୍ରାସକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଏୟାରଲାଇନ୍ସ କଂପାନିଗୁଡ଼ିକ ସହ ତିନୋଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏୟାରଲାଇନ୍ସଗୁଡ଼ିକୁ ମନେ … Continue reading ‘ମହାକୁମ୍ଭ ପାଇଁ ୫୦% ଭଡ଼ା ହ୍ରାସ କରିବ ଏୟାରଲାଇନ୍ସ’: ମନ୍ତ୍ରୀଙ୍କ ବଡ଼ ଘୋଷଣା