ଏୟାର ଇଣ୍ଡିଆର ‘ୱେବ୍ ଚେକ୍-ଇନ୍’ ଫେଲ୍;ବାରମ୍ବାର ସମୟ ବଦଳିବାକୁ ନେଇ ହନ୍ତସନ୍ତ ଯାତ୍ରୀ || Air India’s ‘web check-in’ fails; passengers frustrated over frequent time changes

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନ ର ଯାତ୍ରୀମାନେ ଚରମ ଅବ୍ୟବସ୍ଥାର ସାମ୍ନା କରିଛନ୍ତି। ବିମାନ ସେବା ପ୍ରଦାନକାରୀ ସଂସ୍ଥାର ବାରମ୍ବାର ସମୟ ପରିବର୍ତ୍ତନ ଏବଂ ବୈଷୟିକ ତ୍ରୁଟି ଯୋଗୁଁ ଯାତ୍ରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ହଇରାଣ ହେବାକୁ ପଡ଼ିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଅସୁବିଧାର ସାମ୍ନା କରିଥିବା ଯାତ୍ରୀଙ୍କ ମଧ୍ୟରେ ଦିଲ୍ଲୀର ଜଣେ ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅବସରପ୍ରାପ୍ତ ବରିଷ୍ଠ … Continue reading ଏୟାର ଇଣ୍ଡିଆର ‘ୱେବ୍ ଚେକ୍-ଇନ୍’ ଫେଲ୍;ବାରମ୍ବାର ସମୟ ବଦଳିବାକୁ ନେଇ ହନ୍ତସନ୍ତ ଯାତ୍ରୀ || Air India’s ‘web check-in’ fails; passengers frustrated over frequent time changes