ଗୁଜୁରାଟରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଟେକ୍-ଅଫ୍ ପରେ କ୍ରାସ୍ ହୋଇଗଲା ବିମାନ । ବିମାନରେ ୧୨ ଜଣ କ୍ରୁ ମେମ୍ବରଙ୍କ ସମେତ ମୋଟ ୨୪୨ ଯାତ୍ରୀ ଥିଲେ ବୋଲି ଜଣା ପଡିଛି। ବିମାନଟିରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୁଗୀଜ ଏବଂ ଜଣେ କାନାଡିଆନ ଯାତ୍ରୀ ଥିଲେ। ଏଥିରେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଥିଲେ ବୋଲି କୁହାଯାଉଛି। ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ … Continue reading Air India flight with 242 passengers crashes near Ahmedabad airport ।। ଗୁଜୁରାଟରେ ୨୪୨ ଯାତ୍ରୀ ନେଇ ଯାଉଥିବା ବିମାନ ଦୁର୍ଘଟଣାଗସ୍ତ; ଭାରତରେ ଏବେ ପର୍ଯ୍ୟନ୍ତ ହେଲାଣି ଏତିକି ଦୁର୍ଘଟଣା
Copy and paste this URL into your WordPress site to embed
Copy and paste this code into your site to embed