ଏୟାର ଇଣ୍ଡିଆ ଏକ୍ସପ୍ରେସ ‘ନ୍ୟୁ ଇୟର ସେଲ, ମାତ୍ର ୧୪୪୮ ଟଙ୍କାରେ ମିଳୁଛି ଫ୍ଲାଇଟ୍ ଟିକେଟ

ଆଜିକାଲି ଅଧିକାଂଶ ଲୋକ ସମୟ ବଞ୍ଚାଇବା ପାଇଁ ବିମାନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । କାରଣ ପରିବହନର ସବୁଠାରୁ ଦ୍ରୁତ ମାଧ୍ୟମ ହେଉଛି ବିମାନ । ଏହା ସହିତ, ଦୂର ଦୂରାନ୍ତର ଯାତ୍ରା ଖୁବ କମ୍ ସମୟରେ ଶେଷ ହୋଇଥାଏ । ହେଲେ ଆଜି ବି ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରା କରିବା ସ୍ୱପ୍ନ ସହ ସମାନ ହୋଇଥାଏ । ତେବେ ଗତ କିଛି ବର୍ଷ ହେବ ଏୟାରଲାଇନ୍ସ କମ୍ପାନୀମାନେ ଯାତ୍ରୀଙ୍କୁ ଆକର୍ଷିତ କରିବା … Continue reading ଏୟାର ଇଣ୍ଡିଆ ଏକ୍ସପ୍ରେସ ‘ନ୍ୟୁ ଇୟର ସେଲ, ମାତ୍ର ୧୪୪୮ ଟଙ୍କାରେ ମିଳୁଛି ଫ୍ଲାଇଟ୍ ଟିକେଟ