ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଭୁବନେଶ୍ୱର-ପାଟନା ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିଛି

 ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ବେଙ୍ଗାଲୁରୁ ଓ ହାଇଦ୍ରାବାଦକୁ ପାଟନାରୁ ପ୍ରଥମ ବିମାନ ଚଳାଚଳ କରି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏହାର ସିଧାସଳଖ ବିମାନ ସେବା କୁ ବିସ୍ତାର କରିଛି।ଏହି ଅବସରରେ ପାଟନା ବିମାନ ବନ୍ଦରରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ବେଙ୍ଗାଲୁରୁ, ଭୁବନେଶ୍ୱର ଏବଂ ହାଇଦ୍ରାବାଦକୁ ଉଦଘାଟନୀ ବିମାନ ସେବା ର ଶୁଭାରମ୍ଭ କରାଯାଇଥିଲା । ବେଙ୍ଗାଲୁରୁରୁ ବିମାନଟି ସକାଳ ୯ଟାରେ ପାଟନାରେ ପହଞ୍ଚି ସକାଳ ସାଢ଼େ ୯ଟାରେ ବାହାରିଥିବା ବେଳେ ହାଇଦ୍ରାବାଦର ବିମାନ ଅପରାହ୍ନ … Continue reading ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଭୁବନେଶ୍ୱର-ପାଟନା ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିଛି