Air India, AI Express Retire Flight Number ‘171’।। ଅହମ୍ମଦାବାଦ ଭୟଙ୍କର ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ବନ୍ଦ କରିବ ବିମାନ ନମ୍ବର AI 171

ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ଅନେକ ଜୀବନ ନେବା ସହ ୨୦୦ରୁ ଅଧିକ ପରିବାରକୁ ନଷ୍ଟ କରିଦେଇଛି। ଏହି ଘଟଣା ସାରା ବିଶ୍ୱକୁ ଦୋହଲାଇ ଦେଇଛି ଏବଂ ଏୟାର ଇଣ୍ଡିଆ ପରିଚାଳନାକୁ ସ୍ତବ୍ଧ କରିଦେଇଛି। ଅନେକ ପ୍ରଶ୍ନ ଆଉ ଆଶା ଆକାଂକ୍ଷା ଭିତରେ ସବୁ ପୋଡି ପାଉଁଶ ହୋଇ ଯାଇଛି। ଏକ ବିରଳ ଦୁର୍ଘଟଣାରେ, ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ ହେବା ପରେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା … Continue reading Air India, AI Express Retire Flight Number ‘171’।। ଅହମ୍ମଦାବାଦ ଭୟଙ୍କର ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ବନ୍ଦ କରିବ ବିମାନ ନମ୍ବର AI 171