AI will treat pregnant women in Odisha ।। ଓଡ଼ିଶାରେ ଏଆଇ କରିବ ଗର୍ଭବତୀଙ୍କ ଚିକିତ୍ସା

ଓଡ଼ିଶା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡି ହେବ ନୂଆ ଅଧାୟ। ଏଥର ଏଆଇ କରିବ ଗର୍ଭବତୀଙ୍କ ଚିକିତ୍ସା, ଉପାନ୍ତ ରାୟଗଡ଼ାରେ ପ୍ରଥମ କରି ହେବ ଏହାର ବ୍ୟବହାର। ଏହି ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁ ହାର ଜାତୀୟ ପରିସଂଖ୍ୟାନ ଠାରୁ ଅଧିକ ରହୁଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏହି ପଦକ୍ଷପ ନେଇଛନ୍ତି ରାଜ୍ୟ ସରକାର। ଏଥି ପାଇଁ ଗର୍ଭାବସ୍ଥା ନିରୀକ୍ଷଣ ପାଇଁ ଡିଜିଟାଲ ଡାଇଗ୍ନୋସିସ୍ ଡିଭାଇସ କିଟ୍ ବ୍ୟବହାର କରାଯିବ। ପୂର୍ବରୁ ଏହାର … Continue reading AI will treat pregnant women in Odisha ।। ଓଡ଼ିଶାରେ ଏଆଇ କରିବ ଗର୍ଭବତୀଙ୍କ ଚିକିତ୍ସା