AI  ବାଛିବ ଚୀନ୍‍ର ଫାଇଟର ପାଇଲଟ୍

Fighter pilot: ଚୀନ୍‍ର ବାୟୁସେନା ଶାଖା ପିପୁଲ୍ସ ଲିବରେସନ ଆର୍ମି ଏୟାରଫୋର୍ସ (ପିଏଲଏଏଏଫ୍) ଏହାର ପାଇଲଟ ଚୟନ ପ୍ରକ୍ରିୟାରେ AI ଚାଳିତ ବାୟୋମେଟ୍ରିକ୍ ସ୍କ୍ରିନିଂକୁ ଅନ୍ତର୍ଭୁକ୍ତ କରିବା ଆରମ୍ଭ କରିଛି। ଏହି ଜ୍ଞାନକୌଶଳ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ବିପଦର ଆକଳନ କରିବ ଏବଂ ପ୍ରାର୍ଥୀଙ୍କ ମାନବ-ମେସିନ୍ ଅନୁକୂଳତା ମୂଲ୍ୟାଙ୍କନ କରିବ ବୋଲି ଆଶା କରାଯାଉଛି। ଚୟନ ସଠିକତାରେ ଉନ୍ନତି ଆଣିବା ପାଇଁ ଏହା ସାଇକୋମେଟ୍ରିକ୍ ଏବଂ ଡାକ୍ତରୀ ପରୀକ୍ଷାକୁ ମଧ୍ୟ ପରିପୂରକ କରିବ। ବ୍ରିଟେନ୍ ଏବଂ ଆମେରିକୀୟ ସେନା … Continue reading AI  ବାଛିବ ଚୀନ୍‍ର ଫାଇଟର ପାଇଲଟ୍