ଯୁକ୍ତ ତିନି ଓ ପିଜି ପାଠ୍ୟକ୍ରମରେ ସାମିଲ ହେବ AI : ୧.୨୫ ଲକ୍ଷ ଛାତ୍ରଛାତ୍ରୀ ପାଇବେ ତାଲିମ || AI to be included in post-graduate and PG courses: 1.25 lakh students will get training

ଡିଜିଟାଲ୍ ଯୁଗର ଆହ୍ୱାନର ମୁକାବିଲା କରିବା ଏବଂ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ଦକ୍ଷ କରି ଗଢ଼ିତୋଳିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ କେବଳ ପାରମ୍ପରିକ ଡିଗ୍ରୀ ମଧ୍ୟରେ ସୀମିତ ନରହି ଯୁକ୍ତ ତିନି (UG) ଏବଂ ସ୍ନାତକୋତ୍ତର (PG) ପାଠ୍ୟକ୍ରମରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ଡିଜିଟାଲ୍ ସ୍କିଲ୍‌କୁ ବାଧ୍ୟତାମୂଳକ ଭାବେ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ … Continue reading ଯୁକ୍ତ ତିନି ଓ ପିଜି ପାଠ୍ୟକ୍ରମରେ ସାମିଲ ହେବ AI : ୧.୨୫ ଲକ୍ଷ ଛାତ୍ରଛାତ୍ରୀ ପାଇବେ ତାଲିମ || AI to be included in post-graduate and PG courses: 1.25 lakh students will get training