ବ୍ୟାଙ୍କ କର୍ମଚାରୀଙ୍କ ପ୍ରତି ଏଆଇ ବିପଦ!

AI threat to bank employees: ସାରା ବିଶ୍ୱରେ ସମ୍ପ୍ରତି ବଢ଼ୁଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଦବ୍‌ଦବା। ଆଇଟି, ଇଞ୍ଜିନିୟରିଂ, ଚିକିତ୍ସା ସେବା ଏବଂ ବିନିର୍ମାଣ ଭଳି ସବୁ କ୍ଷେତ୍ରରେ ଏଆଇର ବ୍ୟବହାର ବଢ଼ିବାରେ ଲାଗିଛି। ହେଲେ ଏଆଇକୁ ନେଇ ଏବେ ଆଶଙ୍କା ପ୍ରକାଶ କରାଗଲାଣି। କାରଣ ଏଆଇ ମନୁଷ୍ୟଙ୍କ ସ୍ଥାନ ନେବ। ଏଆଇ ଖାଇଯିବ ନିଯୁକ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଗୁ ସାରା ବିଶ୍ୱରେ ଆଗାମୀ ୩ ରୁ ୫ ବର୍ଷ ମଧ୍ୟରେ ଚାଲିଯିବ ପ୍ରାୟ ୨ … Continue reading ବ୍ୟାଙ୍କ କର୍ମଚାରୀଙ୍କ ପ୍ରତି ଏଆଇ ବିପଦ!