Ai May Develop Its Own Language In Future That Humans Cannot Decode ।। ଯେଉଁଦିନ AI ଜାଣିଯିବ ଏହି କଥା, ସେହିଦିନ ମଣିଷ ଉପରେ ପଡ଼ିବ ଭାରି !

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏତେ ଦ୍ରୁତ ଗତିରେ ଆଗେଇ ଚାଲିଛି ଯେ ମଣିଷ ଧୀରେ ଧୀରେ ପଛରେ ପଡ଼ୁଛି। ଏଆଇର ‘ଗଡ଼ଫାଦର’ ଜେଫ୍ରୀ ହିଣ୍ଟନ ମଧ୍ୟ ଏବେ ଏହା ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଜେଫ୍ରୀ ନିକଟରେ ‘ୱାନ ଡିସିଜନ’ ପଡ଼କାଷ୍ଟରେ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେ ଏଆଇ ବିଷୟରେ ଖୋଲାଖୋଲି କଥା ହୋଇଥିଲେ। ଜେଫ୍ରୀଙ୍କ କହିବା ଅନୁଯାୟୀ, ଏଆଇ ଶୀଘ୍ର ନିଜର ବ୍ୟକ୍ତିଗତ ଭାଷା ତିଆରି କରିପାରେ, ଯେଉଁ ଭାଷାକୁ ମଣିଷ ସୃଷ୍ଟିକର୍ତ୍ତାମାନେ ମଧ୍ୟ ବୁଝି … Continue reading Ai May Develop Its Own Language In Future That Humans Cannot Decode ।। ଯେଉଁଦିନ AI ଜାଣିଯିବ ଏହି କଥା, ସେହିଦିନ ମଣିଷ ଉପରେ ପଡ଼ିବ ଭାରି !