ମାନବ ଅନୁମାନ ତୁଳନାରେ ସୌର ଝଡ଼କୁ ନେଇ ଏଆଇ ଭବିଷ୍ୟବାଣୀ ଅଧିକ ସଠିକ!

AI Prediction on Solar Storms: ସୌରମଣ୍ଡଳର ପୂର୍ବାନୁମାନ କରିବାରେ ଏଆଇ ମଣିଷକୁ ପଛରେ ପକାଇପାରେ। ଇଟାଲୀର ଜେନୋଆ ବିଶ୍ୱବିଦ୍ୟାଳୟର ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଐତିହାସିକ ମହାକାଶ ଘଟଣା ଉପରେ ପ୍ରଶିକ୍ଷଣ ଦିଆଯାଏ ତେବେ ଏହା ଭଲ ଭବିଷ୍ୟବାଣୀ କରିପାରିବ ଏବଂ ଏହାର ଢାଞ୍ଚାକୁ ମଧ୍ୟ ବୁଝିପାରିବ। ବୈଜ୍ଞାନିକମାନେ କାହିଁକି ମହାକାଶ ଘଟଣା ସମ୍ପର୍କରେ ପୂର୍ବାନୁମାନରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି ତାହାର ଉତ୍ତର ମଧ୍ୟ ଏହି ଗବେଷଣାରୁ ମିଳିଥାଏ। କୃତ୍ରିମ ବୁଦ୍ଧିମତା ମଣିଷକୁ … Continue reading ମାନବ ଅନୁମାନ ତୁଳନାରେ ସୌର ଝଡ଼କୁ ନେଇ ଏଆଇ ଭବିଷ୍ୟବାଣୀ ଅଧିକ ସଠିକ!