ଏଆଇ କ୍ୟାମେରା ନଜରରେ ରହିବ ସାତକୋଶିଆ ଓ ଡେବ୍ରିଗଡ଼ ଅଭୟାରଣ୍ୟ

Odisha: ଏଥିପାଇଁ ବଜେଟରେ ୧୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଶିମିଳିପାଳରେ ଏଆଇ ପରୀକ୍ଷଣ ସଫଳ ହେବା ପରେ ରାଜ୍ୟ ସରକାର ପ୍ରାୟ ୧୫୦ କୋଟି ଟଙ୍କା ବିନିଯୋଗରେ ଚଳିତ ବର୍ଷ ସାତକୋଶିଆ ଓ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ସର୍ଭେଲାନ୍ସ ବ୍ୟବସ୍ଥାକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଏଆଇ କ୍ୟାମେରା ଭିତ୍ତିକ ସର୍ଭିଲାନ୍ସ ଜଙ୍ଗଲ ତଦାରଖ ଓ ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥାରେ ନୂତନ ଅଧ୍ୟ ଯୋଡ଼ିଥିବା ବେଳେ … Continue reading ଏଆଇ କ୍ୟାମେରା ନଜରରେ ରହିବ ସାତକୋଶିଆ ଓ ଡେବ୍ରିଗଡ଼ ଅଭୟାରଣ୍ୟ