ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଏଆଇ ଭିତ୍ତିକ ସର୍ଭେଲାନ୍ସ

AI-based surveillance in Puri: ଯେଉଁ ଅଞ୍ଚଳରେ ଚେହେରା ଚିହ୍ନଟ ଓ ନମ୍ବର ପ୍ଲେଟ୍ ରିଡିଂ ଟେକ୍ନୋଲୋଜି ଥିବା ସିସିଟିଭି କ୍ୟାମେରା ଲଗାଯିବ ତାହା ଚିହ୍ନଟ କରିବା ପାଇଁ ସର୍ଭେ ଆରମ୍ଭ ହୋଇଛି। ଅସାମାଜିକ ତତ୍ତ୍ୱଙ୍କ ଉପରେ ନଜର ରଖିବା ଏବଂ ଟ୍ରାଫିକ ଭିଡ଼ ନିୟନ୍ତ୍ରଣ ପାଇଁ ଓଡ଼ିଶା ପୁଲିସ ସହର ଓ ୩୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ ସିସିଟିଭି ସିଷ୍ଟମ ଲଗାଇବାକୁ ଯୋଜନା କରିଛି। ଯେଉଁ ଅଞ୍ଚଳରେ ଚେହେରା … Continue reading ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଏଆଇ ଭିତ୍ତିକ ସର୍ଭେଲାନ୍ସ