Ahmedabad plane crash: attempt to defame Indian pilot ! ।। ଅହମ୍ମଦାବାଦ ବିମାନ ଦୁର୍ଘଟଣା : ଭାରତୀୟ ପାଇଲଟଙ୍କୁ ବଦନାମ କରିବା ଉଦ୍ୟମ ପଛରେ ଡଲାର ଖେଳ !

୧୨ ଜୁନରେ ଅହମଦାବାଦରେ ଏୟାର ଇଣ୍ଡିଆର ଫ୍ଲାଇଟ ଏଆଇ-୧୭୧ ଦୁର୍ଘଟଣାରେ ୨୭୦ ଜଣଙ୍କ ଜୀବନ ଯାଇଛି । ଏହି ଦୁର୍ଘଟଣା ଉପରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (ଏଏଆଇବି)ର ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଯଦିଓ ଏହା ଏକ ପ୍ରାଥମିକ ରିପୋର୍ଟ, ଏବଂ ବିସ୍ତୃତ ରିପୋର୍ଟରେ ସବୁ କିଛି ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ଆଶ୍ଚର୍ଯ୍ୟଜନକ ଭାବେ, ରିପୋର୍ଟ ସାର୍ବଜନୀନ ହେବା ପୂର୍ବରୁ ହିଁ … Continue reading Ahmedabad plane crash: attempt to defame Indian pilot ! ।। ଅହମ୍ମଦାବାଦ ବିମାନ ଦୁର୍ଘଟଣା : ଭାରତୀୟ ପାଇଲଟଙ୍କୁ ବଦନାମ କରିବା ଉଦ୍ୟମ ପଛରେ ଡଲାର ଖେଳ !