ବର୍ଷେ ପରେ ଆସୁଛି ଅହମ୍ମଦାବାଦ ଏୟାର ଇଣ୍ଡିଆ ଦୁର୍ଘଟଣାର ଯାଞ୍ଚ ରିପୋର୍ଟ ! ଦୁର୍ଘଟଣାରେ ଯାଇଥିଲା ୨୬୦ ଅମୂଲ୍ୟ ଜୀବନ… || Ahmedabad Air India crash investigation report coming after a year!

ଆସନ୍ତାକାଲି ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ଗୋଟିଏ ବର୍ଷ ପୁରୁଛି । ଏହା ମଧ୍ୟରେ, ତଦନ୍ତ ରିପୋର୍ଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ମେ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା AI-୧୭୧ ଦୁର୍ଘଟଣା ଉପରେ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ଏକ ମଧ୍ୟବର୍ତ୍ତୀକାଳୀନ କିମ୍ବା ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କରିପାରେ । ଏହା ଉଲ୍ଲେଖନୀୟ ଯେ, ଏହି ଦୁର୍ଘଟଣାରେ ୨୬୦ ଜଣ ପ୍ରାଣ ହରାଇଛନ୍ତି ଏବଂ ଶୁକ୍ରବାର … Continue reading ବର୍ଷେ ପରେ ଆସୁଛି ଅହମ୍ମଦାବାଦ ଏୟାର ଇଣ୍ଡିଆ ଦୁର୍ଘଟଣାର ଯାଞ୍ଚ ରିପୋର୍ଟ ! ଦୁର୍ଘଟଣାରେ ଯାଇଥିଲା ୨୬୦ ଅମୂଲ୍ୟ ଜୀବନ… || Ahmedabad Air India crash investigation report coming after a year!