Agriculture, farmers and Babu culture in Odisha ।। ଓଡ଼ିଶାରେ ଚାଷ, ଚାଷୀ ଓ ବାବୁ ସଂସ୍କୃତି

ଏବେ ରାଜ୍ୟରେ ବିଶେଷକରି ସହରାଞ୍ଚଳରେ ପନିପରିବା ଦରରେ ଅହେତୁକ ବୃଦ୍ଧି ଘଟିଛି। ସାଧାରଣତଃ ବର୍ଷାରେ ବାଡ଼ି ପନିପରିବା ସହିତ ଚାଷକ୍ଷେତରୁ ବିଭିନ୍ନ ପରିବା ଉତ୍ପାଦନ ଅଧିକ ହେଉଥବାରୁ ଖାଉଟି ଉଚିତ ମୂଲ୍ୟରେ ପରିବା ପାଇବା କଥା। କିନ୍ତୁ ଚଳିତବର୍ଷ ସେଥିରେ ବ୍ୟତିକ୍ରମ ଦେଖାଦେଇଛି। ବିଶେଷକରି ଗତ ଦୁଇସପ୍ତାହ ଧରି ପରିବା ଦର ଆକାଶ ଛୁଆଁ ହୋଇଛି। ଏହାର ତତ୍କାଳ ପ୍ରଭାବ ଋତୁକାଳୀନ ଫଳ ଆମ୍ବ ଉପରେ ପଡ଼ିଛି। କିଲୋ ପିଛା ୨୦ରୁ ୩୦ ଟଙ୍କାରେ ମିଳୁଥିବା ବିଭିନ୍ନ … Continue reading Agriculture, farmers and Babu culture in Odisha ।। ଓଡ଼ିଶାରେ ଚାଷ, ଚାଷୀ ଓ ବାବୁ ସଂସ୍କୃତି