ପହଲଗାମ ଭିଡିଓ ଭାଇରାଲ:  ଜିପଲାଇନ୍ ଅପରେଟରଙ୍କୁ ଉଠାଇନେଲା ଏନଆଇଏ

NIA: ଆତଙ୍କୀ ଆକ୍ରମଣ ପରେ ସେ ଘରକୁ ଫେରିଥିଲେ ଏବଂ ବହୁତ ଭୟଭୀତ ଥିଲେ ବୋଲି ସେ କହିଛନ୍ତି। ପରଦିନ ପୁଲିସ ତାଙ୍କୁ ପଚରାଉଚରା ପାଇଁ ଉଠାଇ ନେଇଥିଲା ବୋଲି ଅହମ୍ମଦ କହିଛନ୍ତି। ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସରଣ ଘାଟିରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିବା ପରେ ‘ଅଲ୍ଲାହୁ ଆକବର’ ନାରା ଦେଉଥିବା ଜିପଲାଇନ୍ ଅପରେଟର ମୁଜାମିଲ ଅହମ୍ମଦ କୁମହରଙ୍କୁ ପଚରାଉଚରା ପାଇଁ ଏନ୍ଆଇଏ ଉଠାଇ ନେଇଛି। ଅହମ୍ମଦାବାଦର ଜଣେ ପର୍ଯ୍ୟଟକ … Continue reading ପହଲଗାମ ଭିଡିଓ ଭାଇରାଲ:  ଜିପଲାଇନ୍ ଅପରେଟରଙ୍କୁ ଉଠାଇନେଲା ଏନଆଇଏ