ଉତ୍ତରାଖଣ୍ଡ ପରେ ୟୁସିସିର ଆବଶ୍ୟକତା ଆକଳନ ପାଇଁ କମିଟି ଗଠନ କଲେ ଗୁଜରାଟ ସରକାର

Uniform Civil Code: ଗୁଜୁରାଟର ବିଜେପି ସରକାର ମଙ୍ଗଳବାର ସୁପ୍ରିମ୍ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍ ର ଆବଶ୍ୟକତା ଆକଳନ କରିବା ସହ ଏଥିପାଇଁ ଏକ ବିଲ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି। ସୁପ୍ରିମ୍ କୋର୍ଟର ପୂର୍ବତନ ବିଚାରପତି ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ କମିଟି ୪୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ ଏବଂ ଏହା ପରେ ୟୁସିସି କାର୍ଯ୍ୟକାରୀ କରିବା ନେଇ … Continue reading ଉତ୍ତରାଖଣ୍ଡ ପରେ ୟୁସିସିର ଆବଶ୍ୟକତା ଆକଳନ ପାଇଁ କମିଟି ଗଠନ କଲେ ଗୁଜରାଟ ସରକାର