ଆମେରିକା ପରେ ଜାତିସଂଘ ମାନବାଧିକାର ପରିଷଦରେ ଅଂଶଗ୍ରହଣ ବନ୍ଦ କଲା ଇସ୍ରାଏଲ

Donald Trump: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତିସଂଘ ମାନବାଧିକାର ପରିଷଦ (ୟୁଏନଏଚଆରସି)ରୁ ଆମେରିକା ପ୍ରତ୍ୟାହାର ଘୋଷଣା କରିବାର ଗୋଟିଏ ଦିନ ପରେ ଇସ୍ରାଏଲର ବୈଦେଶିକ ବ୍ୟାପାର ମନ୍ତ୍ରୀ ଗିଡିଓନ ସାର୍ ବୁଧବାର କହିଛନ୍ତି ଯେ ୟୁଏନଏଚଆରସିରେ ଅଂଶଗ୍ରହଣ ନ କରିବା ନିଷ୍ପତ୍ତିରେ ଇସ୍ରାଏଲ ମଧ୍ୟ ଆମେରିକା ସହ ସାମିଲ ହେବ। ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଇସ୍ରାଏଲ ସମର୍ଥନ ଜଣାଇବା ସହ ଏହାକୁ ସଠିକ ଦିଗରେ ଏକ ପଦକ୍ଷେପ ବୋଲି କହିଛନ୍ତି। ବୁଧବାର ଦିନ ଇସ୍ରାଏଲ ବୈଦେଶିକ ମନ୍ତ୍ରୀ … Continue reading ଆମେରିକା ପରେ ଜାତିସଂଘ ମାନବାଧିକାର ପରିଷଦରେ ଅଂଶଗ୍ରହଣ ବନ୍ଦ କଲା ଇସ୍ରାଏଲ