After UP, students will now read newspapers in schools in Rajasthan || ୟୁପି ପରେ ଏବେ ରାଜସ୍ଥାନର ସ୍କୁଲରେ ଖବର କାଗଜ ପଢ଼ିବେ ଛାତ୍ରଛାତ୍ରୀ

ରାଜସ୍ଥାନ ସରକାର ସମସ୍ତ ସରକାରୀ ସ୍କୁଲରେ ପାଠପଢ଼ା ଅଭ୍ୟାସକୁ ପ୍ରୋତ୍ସାହିତ କରିବା, ଶବ୍ଦକୋଷ ଉନ୍ନତ କରିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ସଚେତନତା ବୃଦ୍ଧି କରିବା ପାଇଁ ଦୈନିକ ଖବରକାଗଜ ପଢ଼ିବା ବାଧ୍ୟତାମୂଳକ କରିଛନ୍ତି। ଡିସେମ୍ବର ୩୧ ତାରିଖର ଏକ ଆଦେଶ ଅନୁଯାୟୀ, ସକାଳ ସଭା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଅତି କମରେ ୧୦ ମିନିଟ୍ ପାଇଁ ଖବରକାଗଜ ପଢ଼ିବାକୁ ପଡିବ। ଏହି ପଦକ୍ଷେପର ଲକ୍ଷ୍ୟ ଛାତ୍ରଛାତ୍ରୀମାନଙ୍କୁ ସାମ୍ପ୍ରତିକ ଘଟଣା ସହିତ ପରିଚିତ କରାଇବା ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ … Continue reading After UP, students will now read newspapers in schools in Rajasthan || ୟୁପି ପରେ ଏବେ ରାଜସ୍ଥାନର ସ୍କୁଲରେ ଖବର କାଗଜ ପଢ଼ିବେ ଛାତ୍ରଛାତ୍ରୀ