କୋଚିର ସଫଳତା ପରେ ଏବେ ଶ୍ରୀନଗର, କୋଲକାତା ଓ ଗୁଆହାଟୀରେ ଚାଲିବ ‘ୱାଟର ମେଟ୍ରୋ’ || After the success of Kochi, now ‘Water Metro’ will run in Srinagar, Kolkata and Guwahati

କୋଚି ‘ୱାଟର ମେଟ୍ରୋ’ର ବଡ଼ ସଫଳତା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ଆଉ ତିନୋଟି ପ୍ରମୁଖ ସହରରେ ଯାତାୟାତକୁ ସୁଗମ କରିବା ପାଇଁ ଏହି ସେବା ଆରମ୍ଭ କରିବାକୁ ଯାଉଛନ୍ତି। ରାସ୍ତାରେ ଟ୍ରାଫିକ୍ ଭିଡ଼ କମାଇବା ପାଇଁ ଶ୍ରୀନଗର, ଗୁଆହାଟୀ ଏବଂ କୋଲକାତାରେ ‘ୱାଟର ମେଟ୍ରୋ’ ପ୍ରକଳ୍ପର ସମ୍ଭାବ୍ୟତା ଅଧ୍ୟୟନ (DPR) ଏବଂ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ : କେବଳ ପର୍ଯ୍ୟଟନ ନୁହେଁ, ସାଧାରଣ … Continue reading କୋଚିର ସଫଳତା ପରେ ଏବେ ଶ୍ରୀନଗର, କୋଲକାତା ଓ ଗୁଆହାଟୀରେ ଚାଲିବ ‘ୱାଟର ମେଟ୍ରୋ’ || After the success of Kochi, now ‘Water Metro’ will run in Srinagar, Kolkata and Guwahati