ସିଙ୍ଗାପୁର ପରେ ଫ୍ରାନ୍ସ ଏବେ ଓଡ଼ିଶାର ଶୁଭଚିନ୍ତକ
ଭାରତରେ ଅବସ୍ଥାପିତ ଫ୍ରାନ୍ସର ରାଷ୍ଟ୍ରଦୂତ ଥିଏରି ମାଥୋ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶା ଓ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକୀୟ ରଣନୀତି ଉପରେ ଆଲୋଚନା କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ମିଶନ ଅଧୀନରେ ଓଡ଼ିଶାର ବିକାଶ ଏବଂ ରାଜ୍ୟରେ ପୁଞ୍ଜିନିବେଶ, ଶିକ୍ଷା, ପର୍ଯ୍ୟଟନ ଓ ଅନ୍ୟାନ୍ୟ କ୍ଷେତ୍ରରେ ସୁଯୋଗ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଫ୍ରାନ୍ସ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ … Continue reading ସିଙ୍ଗାପୁର ପରେ ଫ୍ରାନ୍ସ ଏବେ ଓଡ଼ିଶାର ଶୁଭଚିନ୍ତକ
Copy and paste this URL into your WordPress site to embed
Copy and paste this code into your site to embed