After ‘New Odisha’, ‘My India’ ।। ‘ନୂଆ ଓଡ଼ିଶା’ ପରେ ‘ମାଇଁ ଭାରତ’
ଯୁବପିଢ଼ି କେବଳ ଏକ ଜନସାଂଖ୍ୟିକ ଶ୍ରେଣୀ ନୁହେଁ- ସେ ହେଉଛି ରାଜନୀତିର ସବୁଠୁ ବଡ଼ ନିବେଶ, ସବୁଠୁ ଦୀର୍ଘମ୍ୟାଦୀ ପୁଞ୍ଜି। ଯେଉଁ ଦଳ ଓ ସରକାର ଯୁବମାନଙ୍କୁ ଧରିପାରିବ, ସେ ଭବିଷ୍ୟତକୁ ଧରିପାରିବ- ଏହା ଭାରତୀୟ ରାଜନୀତିର ଏକ ଅଲିଖିତ ସତ୍ୟ। ଓଡ଼ିଶାରେ ୨୦୨୪ ନିର୍ବାଚନ ପରେ ଯେଉଁ ରାଜନୈତିକ ପରିବର୍ତ୍ତନ ଦେଖାଗଲା, ସେଥିରେ ଯୁବପିଢ଼ି ଏକ ମୁଖ୍ୟ ଘଟକ ଥିଲା। ତତ୍କାଳୀନ ବିଜୁ ଜନତା ଦଳ (ବିଜେଡି) ସରକାର ନିର୍ବାଚନ ପୂର୍ବରୁ ‘ନୂଆ ଓଡ଼ିଶା’ ଯୋଜନା … Continue reading After ‘New Odisha’, ‘My India’ ।। ‘ନୂଆ ଓଡ଼ିଶା’ ପରେ ‘ମାଇଁ ଭାରତ’
Copy and paste this URL into your WordPress site to embed
Copy and paste this code into your site to embed