After Indus Water Treaty Suspension India Made New Plan For Pakistan ।। ସିନ୍ଧୁ ଜଳ ଚୁକ୍ତିନାମା ରଦ ପରେ ପାକିସ୍ତାନକୁ ପାନେ ଦେବା ପାଇଁ ନୂଆ ଯୋଜନା କରୁଛି ଭାରତ

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ପ୍ରତିବନ୍ଧକ ପରଠାରୁ ପାକିସ୍ତାନ ରାଗରେ ମାଟି କାମୁଡୁଛି, କେତେବେଳେ ଆମେରିକ ପାଖକୁ ତ ଆଉ କେତେବେଳେ ଜାତିସଂଘ ପାଖକୁ ଆଲୋଚନା ପାଇଁ ଦୌଡୁଛି। ଏହି ସମୟରେ, ଭାରତ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛି, ଯାହା ପାକିସ୍ତାନର ନିଦ ହଜାଇ ଦେବ। ଭାରତ ସରକାର ଜମ୍ମୁ ଏବଂ କାଶ୍ମୀରର କିସ୍ତୱାରରେ ଚେନାବ ନଦୀ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଜଳବିଦ୍ୟୁତ ପ୍ରକଳ୍ପ କ୍ୱାର ଡ୍ୟାମ ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ଯାଉଛି। ଏଥିପାଇଁ ୩୧୧୯ … Continue reading After Indus Water Treaty Suspension India Made New Plan For Pakistan ।। ସିନ୍ଧୁ ଜଳ ଚୁକ୍ତିନାମା ରଦ ପରେ ପାକିସ୍ତାନକୁ ପାନେ ଦେବା ପାଇଁ ନୂଆ ଯୋଜନା କରୁଛି ଭାରତ