ଗୋଦି ମିଡିଆ, ଦରବାରୀ ମିଡିଆ ପରେ ବିସ୍କୁଟ୍ ମିଡିଆ, ହମାମରେ ସମସ୍ତେ ଲଙ୍ଗଳା

ସୋସିଆଲ ମିଡିଆ, ମିଡିଆର ପରିଭାଷା ହିଁ ବଦଳାଇ ଦେଇଛି। ଏବେ ଖବର ସୋସିଆଲ ମିଡିଆରେ ଜନ୍ମ ନେଇ ଆଉ ଗୋଟିଏ ଭାଇରାଲ ଖବର ଆସିବା ପର୍ଯ୍ୟନ୍ତ ଜୀବିତ ରହୁଛି। ଓଡ଼ିଶା ରାଜନୀତିରେ ଯେବେଠାରୁ ପାଣ୍ଡିଆନ୍ ପାର୍ଟ୍ ଟୁ ପର୍ବ ଆରମ୍ଭ ହୋଇଛି ସେବେଠାରୁ ସୋସିଆଲ ମିଡ଼ିଆରେ ଖଟି ମଧ୍ୟ ଜୋର ଧରିଛି। ପ୍ରେସ୍‍ ରିଲିଜକୁ ବ୍ରେକିଂ ଧରିନେଇଥିବା ଓଡ଼ିଆ ମିଡିଆର ଧୁରନ୍ଧରମାନେ, ଯେଉଁମାନେ ଗତ ୨୪ ବର୍ଷ ମଧ୍ୟରେ ନବୀନଙ୍କୁ ଛାଡ଼ନ୍ତୁ ତାଙ୍କ ଛାଇକୁ ମଧ୍ୟ ଧରି … Continue reading ଗୋଦି ମିଡିଆ, ଦରବାରୀ ମିଡିଆ ପରେ ବିସ୍କୁଟ୍ ମିଡିଆ, ହମାମରେ ସମସ୍ତେ ଲଙ୍ଗଳା