After four years air health services reboot ।। ୪ ବର୍ଷ ପରେ ପୁଣି ରାଜ୍ୟରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ

ଚାରି ବର୍ଷ ପରେ ଆଜିଠୁ ନବରଙ୍ଗପୁରରେ ପୁଣି ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଅଧୀନରେ ୪ ଦିନ ପର୍ଯ୍ୟନ୍ତ ମାଗଣାରେ ରୋଗୀ ଦେଖିବେ ଏସସିବିର ଅଭିଜ୍ଞ ଡାକ୍ତର। ବାୟୁ ସ୍ୱାସ୍ଥ୍ୟ ସେବା ପଦକ୍ଷେପ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଉପଲବ୍ଧ ସୁବିଧାଗୁଡ଼ିକୁ ଉନ୍ନତ କରିବ ଏବଂ ରାଜ୍ୟର ପ୍ରମୁଖ ମେଡିକାଲ କଲେଜରୁ ବିଶେଷଜ୍ଞମାନଙ୍କୁ ନିୟୋଜିତ କରି ଉଚ୍ଚମାନର ତିନି ସ୍ତରୀୟ ଚିକିତ୍ସା ପ୍ରଦାନ କରିବ। ଏହି ସେବା ପର୍ଯ୍ୟାୟକ୍ରମେ ନୂଆପଡା ଏବଂ … Continue reading After four years air health services reboot ।। ୪ ବର୍ଷ ପରେ ପୁଣି ରାଜ୍ୟରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ