ୟୁରୋପକୁ ଜଳାପୋଡ଼ା କରିବା ପରେ, ଭାରତ ପ୍ରତି ଭୟଙ୍କର ବିପଦ : ଚାଷୀଙ୍କ ମୁଣ୍ଡରେ ପଡ଼ିଲାଣି ଚଡ଼କ || After devastating Europe, a grave threat to India: Farmers’ heads are in danger of being infected

ପ୍ରଶାନ୍ତ ମହାସାଗରରେ ଏଲ୍ ନିନୋ ନାମକ ଏକ ପ୍ରାକୃତିକ ଘଟଣା ଦେଖାଦେଇଛି, ଯାହା ସମୁଦ୍ରର ତାପମାତ୍ରା ବୃଦ୍ଧି କରିଛି । ସମଗ୍ର ୟୁରୋପକୁ ଗରମ ଲହରୀ ପ୍ରକୋପରେ ପକାଇବା ପରେ, ଏହି ଭୟଙ୍କର ବିପଦ ଏବେ ଭାରତ ଆଡ଼କୁ ଅଗ୍ରସର ହେଉଛି । ଏହାର ପ୍ରଭାବ ଭାରତୀୟ ଉପମହାଦେଶରେ ସବୁଠାରୁ ତୀବ୍ର ଭାବରେ ଅନୁଭୂତ ହେଉଛି, ଯେଉଁଠାରେ କୃଷି ପଦ୍ଧତି ମୁଖ୍ୟତଃ ମୌସୁମୀ ଉପରେ ନିର୍ଭରଶୀଳ । ଯଦିଓ ଆଧୁନିକ କୃଷି ଏବଂ ଜଳସେଚନ ପଦ୍ଧତି ; … Continue reading ୟୁରୋପକୁ ଜଳାପୋଡ଼ା କରିବା ପରେ, ଭାରତ ପ୍ରତି ଭୟଙ୍କର ବିପଦ : ଚାଷୀଙ୍କ ମୁଣ୍ଡରେ ପଡ଼ିଲାଣି ଚଡ଼କ || After devastating Europe, a grave threat to India: Farmers’ heads are in danger of being infected