ସମ୍ଭାଜୀଙ୍କ ପରେ କେମିତି ସାହୁଜୀ ମରାଠା ବିଦ୍ରୋହର ଧ୍ୱାଜାବାହକ ହୋଇ ମୋଗଲ ସାମ୍ରାଜ୍ୟର ପତନର କାରଣ ହେଲେ?

Chhaava Maratha Empire History: ନିଜ ଲୋକଙ୍କ ବିଶ୍ୱାସଘାତକତା କାରଣରୁ ସମ୍ଭାଜୀଙ୍କୁ ୧୬୮୮ ମସିହାରେ ଔରଙ୍ଗଜେବ ଧରି ନେଇଥିଲେ ଏବଂ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାପ ପକାଇଥିଲ। ସେ ଅନେକ ନିର୍ଯାତନାର ଶିକାର ହୋଇଥିଲେ ଏବଂ ଶେଷରେ ୧୧ ମାର୍ଚ୍ଚ ୧୬୮୯ରେ ସହିଦ ହୋଇଥିଲେ। ଆସନ୍ତୁ ଜାଣିବା ଛଭାଙ୍କ ସହିଦ ହେବା ପରେ ମରାଠା ସାମ୍ରାଜ୍ୟର କ‘ଣ ହେଲା? ତାଙ୍କ ପୁଅ ଶାହୁଜୀ ୨୦ ବର୍ଷ ଧରି ଔରଙ୍ଗଜେବଙ୍କ ବନ୍ଦୀତ୍ୱରେ କେମିତି ରହିଲେ? ମରାଠା ସାମ୍ରାଜ୍ୟର … Continue reading ସମ୍ଭାଜୀଙ୍କ ପରେ କେମିତି ସାହୁଜୀ ମରାଠା ବିଦ୍ରୋହର ଧ୍ୱାଜାବାହକ ହୋଇ ମୋଗଲ ସାମ୍ରାଜ୍ୟର ପତନର କାରଣ ହେଲେ?