ଭୁବନେଶ୍ୱରରେ ପହଞ୍ଚିଲେ ଥର୍ମନ୍ ଶନମୁଗରତ୍ନ , ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ସ୍ୱାକ୍ଷରିତ ହେବ ୮ଟି ବୁଝାମଣାପତ୍ର
ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନମୁଗାରତ୍ନମ୍ ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ। ଦୁଇ ଦଶନ୍ଧି ଧରି ଦୁଇ ଦଶନ୍ଧି ଧରି ଚାଲିଥିବା ସମ୍ପର୍କକୁ ସ୍ମରଣ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣକ୍ରମେ ଭାରତ ଗସ୍ତରେ ଆସିଥିବା ଥର୍ମାନ ଦୁଇ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସି କୋଣାର୍କ ସୂର୍ଯ୍ୟ ମନ୍ଦିର, ଟିକା ଉତ୍ପାଦନ … Continue reading ଭୁବନେଶ୍ୱରରେ ପହଞ୍ଚିଲେ ଥର୍ମନ୍ ଶନମୁଗରତ୍ନ , ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ସ୍ୱାକ୍ଷରିତ ହେବ ୮ଟି ବୁଝାମଣାପତ୍ର
Copy and paste this URL into your WordPress site to embed
Copy and paste this code into your site to embed