୨୦% ପେଟ୍ରୋଲ ପରେ ଏବେ ଡିଜେଲ୍‌ ରେ ୧୫% ଆଇସୋବ୍ୟୁଟେନଲ୍ ମିଶ୍ରଣ ପାଇଁ କେନ୍ଦ୍ରର ମହାପ୍ଲାନ… || After 20% petrol, now the Centre’s grand plan to blend 15% isobutenal in diesel…

ପେଟ୍ରୋଲରେ ୨୦% ଇଥାନଲ୍ ମିଶ୍ରଣ ର ସଫଳତା ପରେ ଭାରତ ସରକାର ଏବେ ଜୈବ ଇନ୍ଧନ ବା ବାୟୋଫ୍ୟୁଲ୍ କ୍ଷେତ୍ରରେ ଆଉ ଏକ ବଡ଼ କ୍ରାନ୍ତି ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଦେଶର ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ପ୍ରଦୂଷଣ ମୁକ୍ତ ପରିବହନ ବ୍ୟବସ୍ଥା ଗଠନ କରିବା ପାଇଁ ଏବେ ଡିଜେଲରେ ୧୫% ପର୍ଯ୍ୟନ୍ତ ଆଇସୋବ୍ୟୁଟେନଲ୍ ମିଶ୍ରଣ କରିବାକୁ ସରକାର ଏକ ବୃହତ୍ ଯୋଜନା ପ୍ରସ୍ତୁତ କରୁଛନ୍ତି। କେନ୍ଦ୍ର ସଡ଼କ ପରିବହନ ଏବଂ … Continue reading ୨୦% ପେଟ୍ରୋଲ ପରେ ଏବେ ଡିଜେଲ୍‌ ରେ ୧୫% ଆଇସୋବ୍ୟୁଟେନଲ୍ ମିଶ୍ରଣ ପାଇଁ କେନ୍ଦ୍ରର ମହାପ୍ଲାନ… || After 20% petrol, now the Centre’s grand plan to blend 15% isobutenal in diesel…