ଆଫଗାନିସ୍ତାନ ଉପରେ ପାକିସ୍ତାନର ବିମାନ ଆକ୍ରମଣ,ତାଲିବାନ କହିଲା ନେବୁ ପ୍ରତିଶୋଧ
Pakistans air strike: ମଙ୍ଗଳବାର ରାତିରେ ପାକିସ୍ତାନ ଆଫଗାନିସ୍ତାନର ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଯେଉଁଥିରେ ଏପର୍ଯ୍ୟନ୍ତ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ତାଲିବାନ ସରକାରଙ୍କ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏହି ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ପାକିସ୍ତାନ ମଙ୍ଗଳବାର ରାତିରେ ନିଜର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଥିବା ଅନେକ ତାଲିବାନ ଘାଟି ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୪୬ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରମଣର … Continue reading ଆଫଗାନିସ୍ତାନ ଉପରେ ପାକିସ୍ତାନର ବିମାନ ଆକ୍ରମଣ,ତାଲିବାନ କହିଲା ନେବୁ ପ୍ରତିଶୋଧ
Copy and paste this URL into your WordPress site to embed
Copy and paste this code into your site to embed