ପାକିସ୍ତାନ ସେନା ଘାଟିରେ ଭୟଙ୍କର ବିସ୍ଫୋରଣ ! ।। Afghanistan

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ଭୟଙ୍କର ରୂପ ଧାରଣ କରିଛି।  ଘଟଣାକ୍ରମରେ ପାକିସ୍ତାନ ସୀମା ଭିତରେ ସେନା ଘାଟି ଉପରେ ଭୟାବହ ବିସ୍ଫୋରଣ ଘଟିଥିବା ଖବର ମିଳିଛି। ଏହାକୁ ପାଲଟା ଆକ୍ରମଣ ବୋଲି ଦାବି କରିଛି ତାଲିବାନ। ଏହା ସହିତ ପାକ୍-ଆଫଗାନ୍ ସମ୍ପର୍କ ଅଧିକ ତିବ୍ର ହୋଇଯାଇଛି। ସୂଚନା ଅନୁସାରେ, ପୂର୍ବରୁ ପାକିସ୍ତାନ ପକ୍ଷରୁ କାବୁଲ ଓ କନ୍ଦାର ପରି ସହର ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା। ପାକିସ୍ତାନୀ ସେନା ଦାବି କରିଛି … Continue reading ପାକିସ୍ତାନ ସେନା ଘାଟିରେ ଭୟଙ୍କର ବିସ୍ଫୋରଣ ! ।। Afghanistan