ସହଜରେ ଘରେ ବନାନ୍ତୁ ଆଫଗାନି ଚିକେନ

 Afghani chicken: ଚିକେନ ଖାଇବାକୁ କାହାକୁ ନ ଭଲଲାଗେ । ହେଲେ ସବୁଦିନ ଚିକେନ ତରକାରୀ ଖାଇବାକୁ ବିରକ୍ତକର ଲାଗିଥାଏ । ସେଥିପାଇଁ ଆଜି ଆମେ ବନେଇବା ଅଲଗା ପ୍ରକାରର ଚିକେନ । ଏହି ଶୀତୁଆ ପାଗରେ ଘରେ ପ୍ରସ୍ତୁତ କରନ୍ତୁ ରେସ୍ତୋରାଁ ଷ୍ଟାଇଲ ଆଫଗାନି ଚିକେନ । ଗରମ ଗରମ ରୁଟି ସହ ଥରେ ଆଫଗାନି ଚିକେନ ଖାଇଲେ ବାରମ୍ବାର ଇଛା ହେବ ଖାଇବାକୁ । ଖୁବ୍ କମ୍ ସମୟରେ ଚିକେନର ଏହି ଆଇଟମ୍ ତିଆରି … Continue reading ସହଜରେ ଘରେ ବନାନ୍ତୁ ଆଫଗାନି ଚିକେନ