ଭାରତ ଆସି ଆଫଗାନିସ୍ତାନ ମନ୍ତ୍ରୀ କହିଲେ, ‘ଏହା ମୋର ପ୍ରଥମ ଭାରତ ଗସ୍ତ, ଆମ ଦୁହିଁଙ୍କର DNA ଏକ’ || Afghan minister says on arrival in India, ‘This is my first visit to India, our DNA is the same’

ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମାପାର ତିକ୍ତତା ଏବଂ କୂଟନୈତିକ ସମ୍ପର୍କ ବିଗିଡ଼ିବାରେ ଲାଗିଥିବା ବେଳେ, ଆଫଗାନିସ୍ତାନର ତାଲିବାନ ସରକାରଙ୍କ ଜଣେ ପ୍ରମୁଖ ମନ୍ତ୍ରୀଙ୍କ ଭାରତ ଗସ୍ତ ଏବେ ଆନ୍ତର୍ଜାତୀୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଆଫଗାନିସ୍ତାନର କୃଷି, ଜଳସେଚନ ଏବଂ ପଶୁପାଳନ ମନ୍ତ୍ରୀ ମୌଲବୀ ଅତାଉଲ୍ଲା ଓମାରୀ ଭାରତ ଓ ଆଫଗାନିସ୍ତାନର ସମ୍ପର୍କକୁ ନେଇ ଏକ ହୃଦୟସ୍ପର୍ଶୀ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, “ଏହା ମୋର … Continue reading ଭାରତ ଆସି ଆଫଗାନିସ୍ତାନ ମନ୍ତ୍ରୀ କହିଲେ, ‘ଏହା ମୋର ପ୍ରଥମ ଭାରତ ଗସ୍ତ, ଆମ ଦୁହିଁଙ୍କର DNA ଏକ’ || Afghan minister says on arrival in India, ‘This is my first visit to India, our DNA is the same’