୧୪ ଜୁନ ୨୦୨୫ରେ ବ୍ରିଟିଶ ରୟାଲ ନେଭିର ଏକ ଏଫ-୩୫ବି ଷ୍ଟିଲ୍ଥ ଫାଇଟର ଜେଟ କେରଳର ତିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବସ୍ଥାରେ ଏପରି ଅବତରଣ କରିଥିଲା ଯେ ଏହା ପୁନର୍ବାର ଉଡାଣ କରିପାରିବ କି ନାହିଁ, ତାହା ନେଇ ପ୍ରଶ୍ନ ସବୁଦିନ ପାଇଁ ଉଠିଛି। ଯେତେବେଳେ ଏହି ଯୁଦ୍ଧବିମାନ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲା, ସେତେବେଳେ ଏହାର ମୂଲ୍ୟ ଥିଲା ୮୫ ମିଲିୟନ ପାଉଣ୍ଡ (ପ୍ରାୟ ୯,୪୫,୧୪,୨୫,୯୪୦ ଟଙ୍କା)। କିନ୍ତୁ ଏବେ ସୋସିଆଲ ମିଡିଆରେ … Continue reading Advice for selling a $110 million F-35B on OLX! ।। ୧୧୦ ମିଲିୟନ ଡଲାରର ଏଫ-୩୫ବି’କୁ ଓଏଲଏକ୍ସରେ ବିକ୍ରି ପାଇଁ ପରାମର୍ଶ !
Copy and paste this URL into your WordPress site to embed
Copy and paste this code into your site to embed