Administrator’s play is a curse for the government ।। ପ୍ରଶାସକଙ୍କ ଲୀଳା ସରକାରଙ୍କ ପାଇଁ କୀଳା

ରଥଯାତ୍ରାରେ ବିଭ୍ରାଟ ହେବା କିଛି ନୂଆ କଥା ନୁହେଁ। ଶତାବ୍ଦୀ ପୂର୍ବରୁ ହେଉଥିଲା ଆଉ ଏବେବି ହେଉଛି। କେବଳ ଫରକ ଏତିକି ଯେ, ଏତେ ଟେକ୍ନୋଲୋଜି, ସୁବିଧା ସୁଯୋଗ ଥାଇ ମଧ୍ୟ ଆମେ ସାମାନ୍ୟ ସମନ୍ୱୟ ରକ୍ଷା କରିନପାରିବାରୁ ବିଭ୍ରାଟ ଘଟୁଛି। ଇତିହାସକୁ ଦ୍ୱାହି ଦେଇ ଆମେ ଖସିଯିବାକୁ ଚେଷ୍ଟା କରୁଛୁ। ଶ୍ରୀ ଜଗନ୍ନାଥଙ୍କ ଇଚ୍ଛା କହି ଭକ୍ତଙ୍କ ସମବେଦନା ହାସଲ କରୁଛୁ। କିନ୍ତୁ ଆମେ ଆମର ମୂଳ କର୍ତ୍ତବ୍ୟକୁ ଭୁଲି ଯାଉଛୁ। ଏ ପ୍ରସଙ୍ଗ ଆଜି … Continue reading Administrator’s play is a curse for the government ।। ପ୍ରଶାସକଙ୍କ ଲୀଳା ସରକାରଙ୍କ ପାଇଁ କୀଳା