Adhara Pana Ritual of Lord Jagannath and Siblings Held Today ।। ଆଜି ରଥ ଉପରେ ଚାଲିଛି ଅଧରପଣା ନୀତି, ମୋକ୍ଷ ପାଇବେ ଚଣ୍ଡୀଚାମୁଣ୍ଡା-ଅଶରୀର

ସିଂହଦ୍ବାର ସମ୍ମୁଖରେ ରଥାରୁଢ ଶ୍ରୀଜିଉମାନଙ୍କଠାରେ ଆଜି ଅଧରପଣା ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଚଣ୍ଡୀଚାମୁଣ୍ଡା ଓ ଅଶରୀରୀମାନଙ୍କ ମୁକ୍ତି ପାଇଁ ଏହି ପଣା ମହାପ୍ରଭୁଙ୍କ ନିକଟରେ ଲାଗି କରାଯାଇ ରଥ ଉପରେ ବିଶାଳକାୟ ଅଧରପଣା ହାଣ୍ଡିଗୁଡିକୁ ଭାଙ୍ଗି ଦିଆଯାଇଥାଏ । ସେହି ପଣାକୁ ମହିମଣ୍ଡଳରେ ଥିବା ସମସ୍ତ ଚଣ୍ଡିଚାମୁଣ୍ଡା ତଥା ଅଶରୀର ଗଣ ପାନ କରି ମୋକ୍ଷ ପ୍ରାପ୍ତ କରିଥା’ନ୍ତି ବୋଲି କୁହାଯାଏ । ଏଥି ପାଇଁ ରଥରେ ପ୍ରସ୍ତୁତି ଆରମ୍ଭ … Continue reading Adhara Pana Ritual of Lord Jagannath and Siblings Held Today ।। ଆଜି ରଥ ଉପରେ ଚାଲିଛି ଅଧରପଣା ନୀତି, ମୋକ୍ଷ ପାଇବେ ଚଣ୍ଡୀଚାମୁଣ୍ଡା-ଅଶରୀର